ପ୍ରତି ଜିଲ୍ଲାରେ ESI ହସ୍ପିଟାଲ:କେନ୍ଦ୍ରମନ୍ତ୍ରୀ

ପ୍ରତି ଜିଲ୍ଲାରେ ESI ହସ୍ପିଟାଲ:କେନ୍ଦ୍ରମନ୍ତ୍ରୀ

ପ୍ରତି ଜିଲ୍ଲାରେ ESI ହସ୍ପିଟାଲ:କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ:ଏଣିକି ସବୁ ଜିଲାରେ ଇଏସଆଇ ହସ୍ପିଟାଲ ଖୋଲିବ ବୋଲି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଛନ୍ତି । ୨୦ ହଜାର ଶ୍ରମିକଙ୍କ ପାଇଁ ୩୦ ବେଡର ଇଏସଆଇ ମେଡିକାଲ ଖୋଲିବ । ଯେଉଁଠି ଶ୍ରମିକ ଅଧିକ ଅଛନ୍ତି ସେହିଠାରେ ହସ୍ପିଟାଲ ଖୋଲିବ । ଶ୍ରମ ସମ୍ମିଳନୀ ବୈଠକ ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘କେନ୍ଦ୍ର-ରାଜ୍ୟ ସମନ୍ୱୟରେ ଶ୍ରମିକଙ୍କ ବିକାଶ ହେବ’