ବୃକ୍ଷ ହିଁ ଜୀବନ

ବୃକ୍ଷ ହିଁ ଜୀବନ

ବୃକ୍ଷ ହିଁ ଜୀବନ. ଆଜିକା ସମୟ ରେ ବୃକ୍ଷ ର କଣ ମହତ୍ତ୍ଵ ଆମେ ସମସ୍ତେ ଜାଣିଚୁ।ବୃକ୍ଷ ଆମ ଜୀବନ ରେ କେତେ ମୂଲ୍ୟବାନ ତାହା ଆଜି ସର୍ଭ ସ୍ମାଇଲ ଫାଉଣ୍ଡେସନ ପରିବାର ତରଫରୁ ଏକ ନିଆରା ପ୍ରୟାସ ମାଧ୍ୟମ ରେ ଦେଖା ଦେଇଛି .ଆଜି ସର୍ଭ ସ୍ମାଇଲ ପରିବାର ସମସ୍ତ ସଦସ୍ୟ ମାନେ ପହଞ୍ଚି ଥିଲେ ।କଟକ ସହର କାଜି ପାଟଣା ସ୍ଥିତ ବୃଦ୍ଧାଶ୍ରମ ରେ ଯୋଉଠି ସେମାନେ ପାଖା ପାଖି ୫୦ରୁ ୬୦ ଟି ଚାରା ଲଗେଇବା ସହିତ ସବୁ ଗଛ କେମିତି ସୁରକ୍ଷିତ ରହିବ ସେଥି ପାଇଁ ବୃକ୍ଷ ବାଡ (cage)

କରି ସେ ଗଛକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଛନ୍ତି । ଆଶ୍ରମ ରେ ଥିବା ୯୨ଜଣ ଅନ୍ତେବାସୀ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ରେ କ୍ରିମବ୍ରେଡ,କଦଳୀ ବିସ୍କୁଟ ଏବଂ ଫଳରସ ଇତ୍ୟାଦି ବାପା ମାଙ୍କୁ ଯୋଗେଇ ଥିଲେ ।ଏହି ମହତ୍ କାର୍ଯ୍ୟ ରେ ବହୁତ୍ ବିଶିଷ୍ଟ ସମାଜସେବୀ ଭାଇ ମାନେ ସହଯୋଗ କରିଥିଲେ ।ସେଥି ମଧ୍ୟରୁ ରବିନାରାୟଣ ଭାଇ,ଚନ୍ଦନ ଭାଇ,ଭବାନୀ ଭାଇ ଏବଂ ସର୍ଭ ସ୍ମାଇଲ ପରିବାର ତରଫରୁ ପ୍ରତିଷ୍ଠାତା ପପୁ ବାବୁ, ପ୍ରେସିଡେଣ୍ଟ ପ୍ରଜ୍ଞା ସାମନ୍ତରାୟ,ସନ୍ତୋଷ ସାହୁ, ସମନ୍ ବେହେରା. ଗୁରୁଦାସ ସାମନ୍ତରାୟ,ବିନୟ କୁମାର,ସଲି ଅପା,ଉମାକାନ୍ତ ବେହେରା ମୁଖ୍ୟ ସେବାରେ ନିଜକୁ ନିୟୋଜିତ କରିଥିଲେ