ବନ୍ଦ୍ ଘରୁ ସିପାହିଙ୍କ ମୃତ ଦେହ ଉଦ୍ଧାର

କଟକ ଓ ଏମ୍ ପି ଷଷ୍ଠ ବାଟାଲିୟନରେ ସିପାହିଙ୍କ ଆତ୍ମହତ୍ୟା ବନ୍ଦ୍ ଘରୁ ମୃତ ଦେହ ଉଦ୍ଧାର ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ତାଙ୍କ ନାଁ ତ୍ରିଲୋଚନ ସେଠି ଯାଜପୁର ବରି ଅଞ୍ଚଳ ତାଙ୍କ ଘର ଏସ ସି ବି ମେଡ଼ିକାଲରେ ସେ ଡ୍ୟୁଟି କରୁଥିଲେ କାଲି ଡ୍ୟୁଟି ସାରି ଆସିବା ପରେ ନିଜ ରୁମ୍ ରେ ସେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ତାଙ୍କର କିଛି ହାତ ଲେଖା ଓ ମୋବାଇଲ ଜବତ କରାଯାଇଛି ଯାଞ୍ଚ କରାଯାଉଛି