ବର୍ଷା: ୫ ରାଜ୍ୟକୁ ୟୋଲୋ ଚେତାବନୀ

ବର୍ଷା: ୫ ରାଜ୍ୟକୁ ୟୋଲୋ ଚେତାବନୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ବର୍ଷା ସମ୍ଭାବନା ରହିଛି ତେବେ ଏହାରି ମଧ୍ୟରେ ଆଗାମୀ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ସଚେତନତା ଜାରି କରାଯାଇଛି ନେଇ ଅନୁଗୁଳ, କଟକ, କେନ୍ଦୁଝର, ନୟାଗଡ଼ ଦେବଗଡ ଆଦି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ବର୍ଷା ସମୟରେ ପବନ ବହିବାର ସମ୍ଭାବନା ରହିଛ। ତେବେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।