ମହାନଦୀ ବଞ୍ଚାଅ ଆନ୍ଦୋଳନ

ମହାନଦୀ ବଞ୍ଚାଅ ଆନ୍ଦୋଳନ

ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମହାନଦୀ,  ଧନୁଆ, ଭାର୍ଗବୀ, କୁଶଭଦ୍ରା ଓ ଦୟାନଦୀ ସୁରକ୍ଷା ପ୍ରତି ମାସ ସଂକ୍ରାନ୍ତି ରେ ନଦୀ ଆଳତି ' ଆୟୋଜିତ ହେଉଛି l ଏହି କ୍ରମରେ କଟକ ଗଡଗଡିଆ ଘାଟଠାରେ ଏକ ମହାନଦୀ ଆଳତି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଭଳି କାର୍ଯ୍ୟକ୍ରମ ମାଧ୍ୟମ ରେ ଲୋକଙ୍କୁ ନଦୀ ସହିତ ନ ଯୋଡ଼ିଲେ ନଦୀ ସୁରକ୍ଷା ସମ୍ଭବ ନୁହେଁ l ସେଥି ପାଇଁ ' ନଦୀ ଆଳତି ' ଏକ ପ୍ରୟାସ ମାତ୍ର ବୋଲି ଆୟୋଜକ ମତ ଦେଇଛନ୍ତି।