ଏବେ ପୃଥିବୀ ଚାରିପଟେ ବୁଲୁଛି ଚନ୍ଦ୍ରଯାନ

ଏବେ ପୃଥିବୀ ଚାରିପଟେ ବୁଲୁଛି ଚନ୍ଦ୍ରଯାନ

ଶ୍ରୀହରିକୋଟା: କକ୍ଷପଥକୁ ସଫଳତାର ସହିତ ସ୍ଥାପିତ ହୋଇଛି ଚନ୍ଦ୍ରଯାନ- ଏହାର ପ୍ରଥମ ଶ୍ରେଣୀ କକ୍ଷ ପରିବର୍ତ୍ତନ କରାଯାଇଛି ବର୍ତ୍ତମାନ ଏହା ୪୨ ହଜାରରୁ ଅଧିକ କିଲୋମିଟର ଦୂରତାରେ ପୃଥିବୀ ଚାରିପଟେ ଗତି କରୁଛି ଲଞ୍ଚିଂ ହେବା ପରେ, ଚନ୍ଦ୍ରଯାନ-୩କୁ ୩୬ ହଜାର ୫୦୦ କିଲୋମିଟର ଦୂରରେ ଛଡ଼ାଯାଇଥିଲା ପୃଥିବୀ ଚାରିପଟେ ପାଞ୍ଚ ଥର ବୁଲିବା ପରେ ଚନ୍ଦ୍ରର କକ୍ଷପଥକୁ ଯିବ ଚନ୍ଦ୍ରଯାନ ସେଠାରେ ମଧ୍ୟ ପାଞ୍ଚ ଥର ବୁଲିବା ପରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ ଧିରେ ଧିରେ ଚନ୍ଦ୍ରଯାନର କକ୍ଷପଥକୁ ପରିବର୍ତ୍ତନ କରାଯିବ

ସବୁକିଛି ଠିକ୍ ରହିଲେ ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ଚନ୍ଦ୍ରଯାନର ଗତି କମ୍ କରିବାକୁ କମାଣ୍ଡ ଦିଆଯିବା ପରେ ଆରମ୍ଭ ହେବ ଲ୍ୟାଣ୍ଡିଂ ପ୍ରକ୍ରିୟା ଏଝଖଠ- ରକେଟରେ ଲକ୍ଷ ୮୪ କିମିର ଲମ୍ବା ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ- ଜିଓ ସିକ୍ବେନ୍ସ ଟ୍ରାନ୍ସଫର ଅରବିଟରେ ଚନ୍ଦ୍ରଯାନର ଟ୍ରାକିଂ ଅପରେସନ ସହଜ ହେବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ