ଧ୍ୟାନରେ ବସିଲେ ମୋଦୀ

ଧ୍ୟାନରେ ବସିଲେ ମୋଦୀ

 ଧ୍ୟାନରେ ବସିଲେ ମୋଦୀ
ନୂଆଦିଲ୍ଲୀ: କେଦାର ନାଥ ଗୁମ୍ପାରେ ଧ୍ୟାନ ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୧୯ର ଲୋକସଭା ନିର୍ବାଚନ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ କାଲି ହେବାକୁ ଥିବା ବେଳେ ଏଥିପାଇଁ ମୋଦୀ ଶନିବାର କେଦାରନାଥ ଗୁମ୍ପାରେ ପହଂଚି ଧ୍ୟାନରେ ବସିଲେ । ମୋଦୀ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ଗୁମ୍ଫାରେ ରହିବେ। ସେତେ ପର୍ଯ୍ୟନ୍ତ ମୋଦୀ ଏହି ଗୁମ୍ଫାରେ ଧ୍ୟାନ ସାଧନା କରିବେ। ଧ୍ୟାନ ସମୟରେ ଧ୍ୟାନ ସ୍ଥଳକୁ ଗଣମଧ୍ୟମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ୨କିମି ଚାଲି କେଦାରନାଥ ଗୁମ୍ପାରେ ପହଂଚିଛନ୍ତି ମୋଦୀ ।