ଆସନ୍ତୁ ଜାଣିବା ୧ ଟଙ୍କାରେ ପୂରା ବଜେଟ୍ର ହିସାବ

ଟଙ୍କାଟିଏ ଆସିବ କୁଆଡ଼ୁ
ଋଣ ଓ ଅନ୍ୟାନ୍ୟ ଦାତା-୨୮ ପଇସା, କର୍ପୋରେସନ ଟିକସ-୧୭ ପଇସା, ଆୟକର-୧୯ ପ. ସୀମା ଶୁଳ୍କ-୪ ପଇସା, କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ-୫ ପଇସା, ଜିଏସଟି ଓ ଅନ୍ୟାନ୍ୟ ଟିକସ-୧୮ ପଇସା, ଅଣ-ଟିକସ ରାଜସ୍ୱ- ୭ ପଇସା, ଅଣ-ଋଣ ପୁଞ୍ଜି ଆୟ-୧ ପଇସା.
ଟଙ୍କାଟିଏ ଯିବ କୁଆଡ଼େ
ଟିକସ ଓ ଶୁଳ୍କରୁ ରାଜ୍ୟର ଭାଗ- ୨୦ ପଇସା, ସୁଧ ଦେୟ- ୨୦ ପଇସା, କେନ୍ଦ୍ରୀୟ ଯୋଜନା- ୮ ପଇସା, ଫାଇନାନ୍ସ କମିଶନ ଓ ଅନ୍ୟ ଟ୍ରାନ୍ସଫର- ୮ ପଇସା, କେନ୍ଦ୍ର ପ୍ରାୟୋଜିତ ଯୋଜନା- ୧୬ ପଇସା, ପ୍ରତିରକ୍ଷା- ୮ ପଇସା, ସବସିଡି- ୬ ପଇସା, ପେନସନ- ୪ ପଇସା, ଅନ୍ୟାନ୍ୟ ଖର୍ଚ୍ଚ: ୯ପଇସା.