କେମିତି ଜାଣିବେ ବାସ୍ତୁ ଦୋଷ?
କେମିତି ଜାଣିବେ ବାସ୍ତୁଦୋଷ, ଜାଣନ୍ତୁ।
ଘର ଛାତ ଦୁମ୍ ଦୁମ୍ ହେବା ।
ଘରେ କୌଣସି ଶୁଭ କାମ ନ ହେବା ।
ବିନା କାରଣରେ ଘରେ ଛୋଟ ପିଲା ବାରମ୍ବାର କାନ୍ଦିବା ।
ରାତିରେ ଘରେ ଭୟ ଲାଗିବା ।
କାରଣ ନ ଥାଇ ମାନସିକ ଅଶାନ୍ତି ଦେଖାଦେବା ।
ଘରେ କଳହ ଲାଗି ରହିବା ।
ବାରମ୍ବାର ଦୁର୍ଘଟଣାର ଶିକାର ହେବା ।
କ୍ୟାରିୟରରେ ସମସ୍ୟା ଦେଖାଦେବା ।
ଆର୍ôଥକ ସ୍ଥିତି ଖରାପ ହେବା ।
ବିବାହରେ ବିଳମ୍ବ ହେବା ।
ପିଲାମାନେ ଅବାଧ୍ୟ ହେବା ।
ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା ।
ଥାନା କଚେରୀ ମାମଲାରେ ଜଡ଼ିତ ରହିବା ।




admin 