I love you ଠାରୁ ବି ଅଧିକ ଦମଦାର
I love you ଠାରୁ ବି ଅଧିକ ଦମଦାର
ଆଇ ଲଭ୍ ୟୁ ଠାରୁ ବି ଅଧିକ ଶକ୍ତି ରହିଛି ତିନୋଟି ଧାଡ଼ିରେ, ଯାହାକୁ ଅସଲ ପ୍ରେମର ପ୍ରତିକ ବୋଲି କୁହାଯାଇଥାଏ। ଏହି ଶବ୍ଦକୁ ଆପଣ ପ୍ରତିଦିନ ଆପଣଙ୍କ ସ୍ତ୍ରୀ କିମ୍ବା ପ୍ରେମିକାକୁ ତ ନିହାତି କହୁଥିବେ। କିନ୍ତୁ ଆପଣ ଜାଣନ୍ତି କି ଆଇ ଲଭ୍ ୟୁ କହିବା ଦ୍ବାରା ସେମାନଙ୍କୁ ସେତେଟା ଫରକ ପଡ଼ିନଥାଏ, ଯେତେଟା ଏହି ତିନିଟି ଧାଡ଼ିରେ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ସେହି ତିନୋଟି ଧାଡ଼ି ବିଷୟରେ କହିବାକୁ ଯାହାକୁ ଶୁଣିଲେ ଝିଅମାନେ ଖୁବ୍ ଶୀଘ୍ର ପୁଅଙ୍କ ଉପରେ ଫିଦା ହୋଇଯାଆନ୍ତି।
କିଛି କାମ ଏମିତି ବି ଥାଏ ଯାହାକୁ ପ୍ରତିଟି ଝିଅ କରିପାରନ୍ତି ନାହିଁ। କିନ୍ତୁ ଏମିତି କାମରେ ଆପଣଙ୍କୁ ସେମାନଙ୍କ ସାହାରା ହେବାକୁ ପଡ଼ିବ ଏବଂ ଆପଣ ବି ଚାହିଁଲେ ଆପଣଙ୍କ ପାର୍ଟନର ର କଠିନ କାମକୁ ଆରାମରେ କରିପାରିବେ। ଏଥିପାଇଁ ଆପଣଙ୍କୁ ଏହି ଲାଇନ କହିବାକୁ ପଡ଼ିବ। ତାହା ହେଉଛି ‘ କିଛି କଥା ନାହିଁ ତୁମେ ଛାଡ଼ି ଦିଅ ମୁଁ କରିଦେବି’।
ଯଦି ଆପଣ ନିଜ ପାର୍ଟନର କିମ୍ବା ସ୍ତ୍ରୀକୁ ଅଧିକ ଚାହୁଁଥିବେ ଏବଂ ଆପଣ ତାଙ୍କ ପାଇଁ କିଛି ବି କରିବାକୁ ଚାହୁଁଛନ୍ତି ତେବେ ଏହି ପଦିଏ କଥା ଆପଣଙ୍କ କାମରେ ଆସିପାରେ। କେବଳ ଏତିକି ହିଁ କହିବାକୁ ପଡ଼ିବ କି ‘ତୁମେ କୈାଣସି କଥାକୁ ଚିନ୍ତା କର ନାହିଁ, ମୁଁ ସବୁ କରିଦେବି।
ଏଠାରେ ଏମିତି ଏକ ଧାଡ଼ି ଅଛି ଯାହା ପ୍ରେମକୁ ଅନୁଭବ କରାଏ। ଏମିତି ଶବ୍ଦରୁ ଜଣାପଡ଼େ ଆପଣ ଆପଣଙ୍କ ପାର୍ଟନର ର କେତେ ଅଧିକ ଯତ୍ନ ଏବଂ ଧ୍ୟାନ ନିଅନ୍ତି। ଯଦି ଆପଣଙ୍କ ପାର୍ଟନର କୈାଣସି ଅସୁବିଧା ହୋଇଛି ଆଉ ଆପଣ ସେହି ସମୟରେ ଏହି କଥା ପ୍ରୟୋଗ କରିଛନ୍ତି। ତେବେ ଦେଖିବେ ସେ ସତରେ ଆପଣଙ୍କ ଉପରେ ଫିଦା ହୋଇଯିବେ।ଏହି ଶବ୍ଦଟି ହେଉଛି ‘ମୁଁ ଅଛି ନା’। ଏବେ ତ ଆପଣଙ୍କୁ ଜଣା ପଡ଼ିସାରିଥିବ ଏହି ତିନି ପଦ କଥା ଆଇ ଲଭ୍ ୟୁ ଆଇ ଲଭ୍ ୟୁଟ୍ଟଏହି ତିନୋଟି ଶବ୍ଦ ହେଉଛି ପ୍ରେମର ପ୍ରତିକ ବୋଲି କୁହାଯାଇଥାଏ। ଏହି ଶବ୍ଦକୁ ଆପଣ ପ୍ରତିଦିନ ଆପଣଙ୍କ ସ୍ତ୍ରୀ କିମ୍ବା ପ୍ରେମିକାକୁ ତ ନିଶ୍ଚନ୍ତ କହୁଥିବେ। କିନ୍ତୁ ଆପଣ ଜାଣନ୍ତି କି ଆଇ ଲଭ୍ ୟୁ କହିବା ଦ୍ବାରା ସେମାନଙ୍କୁ ସେତେଟା ଫରକ ପଡ଼ିନଥାଏ ଯେତେଟା ଏହି ତିନିଟି ଶବ୍ଦରେ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ସେହି ତିନୋଟି ଶବ୍ଦ ବିଷୟରେ କହିବାକୁ ଯାହାକୁ ଶୁଣିଲେ ଝିଅମାନେ ଖୁବ୍ ଶୀଘ୍ର ପୁଅଙ୍କ ଉପରେ ଫିଦା ହୋଇଯାଆନ୍ତି।
କିଛି କାମ ଏମିତି ବି ଥାଏ ଯାହାକୁ ପ୍ରତିଟି ଝିଅ କରିପାରନ୍ତି ନାହିଁ। କିନ୍ତୁ ଏମିତି କାମରେ ଆପଣଙ୍କୁ ସେମାନଙ୍କ ସାହାରା ହେବାକୁ ପଡ଼ିବ ଏବଂ ଆପଣ ବି ଚାହିଁଲେ ଆପଣଙ୍କ ପାର୍ଟନର ର କଠିନ କାମକୁ ଆରାମରେ କରିପାରିବେ। ଏଥିପାଇଁ ଆପଣଙ୍କୁ ଏହି ଶବ୍ଦ କହିବାକୁ ପଡ଼ିବ। ତାହା ହେଉଛି ‘ କିଛି କଥା ନାହିଁ ତୁମେ ଛାଡ଼ି ଦିଅ ମୁଁ କରିଦେବି’।
ଯଦି ଆପଣ ନିଜ ପାର୍ଟନର କିମ୍ବା ସ୍ତ୍ରୀକୁ ଅଧିକ ଚାହୁଁଥିବେ ଏବଂ ଆପଣ ତାଙ୍କ ପାଇଁ କିଛି ବି କରିବାକୁ ଚାହୁଁଛନ୍ତି ତେବେ ଏହି ଶବ୍ଦ ଆପଣଙ୍କ କାମରେ ଆସିପାରେ। କେବଳ ଏତିକି ହିଁ କହିବାକୁ ପଡ଼ିବ କି ‘ତୁମେ କୈାଣସି କଥାକୁ ଚିନ୍ତା କର ନାହିଁଟ୍ଟ ମୁଁ ସବୁ କରିଦେବି।
ଏଠାରେ ଏମିତି ଏକ ଶବ୍ଦ ଅଛି ଯାହା ପ୍ରେମକୁ ଅନୁଭବ କରାଏ। ଏମିତି ଶବ୍ଦରୁ ଜଣାପଡ଼େ ଆପଣ ଆପଣଙ୍କ ପାର୍ଟନର ର କେତେ ଅଧିକ ଯତ୍ନ ଏବଂ ଧ୍ୟାନ ନିଅନ୍ତି। ଯଦି ଆପଣଙ୍କ ପାର୍ଟନର କୈାଣସି ଅସୁବିଧା ହୋଇଛି ଆଉ ଆପଣ ସେହି ସମୟରେ ଏହି ଶବ୍ଦକୁ ପ୍ରୟୋଗ କରିଛନ୍ତି। ତେବେ ଦେଖିବେ ସେ ସତରେ ଆପଣଙ୍କ ଉପରେ ଫିଦା ହୋଇଯିବେ।ଏହି ଶବ୍ଦଟି ହେଉଛି ‘ମୁଁ ଅଛି ନା’। ଏବେ ତ ଆପଣଙ୍କୁ ଜଣା ପଡ଼ିସାରିଥିବ ଏହି ତିନୋଟି ଶବ୍ଦ ଆଇ ଲଭ୍ ୟୁ ଠାରୁ କେତେ ଦମଦାର ବୋଲି।ଠାରୁ କେତେ ଦମଦାର ବୋଲି।




admin 