ମୋମୋ ଖାଉଥିଲେ ସାବଧାନ !
ଆଜିକାଲି ସମସ୍ତେ ମୋମୋ ଖାଇବାକୁ ପସନ୍ଦ କରୁଛନ୍ତି । ମୋମୋ ଖାଉଥିଲେ ସାବଧାନ । ଭୋଗି ପାରନ୍ତି ସମସ୍ୟା । ଜାଣନ୍ତି ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ମୋମୋ ମଇଦାରେ ପ୍ରସ୍ତୁତ । ଏଥିରେ ପ୍ରୋଟିନ୍ ନଥାଏ ବରଂ ଏହା ଅମ୍ଳୀୟ ହୋଇଥାଏ । ଯାହା ହଜମ ହୁଏ ନାହିଁ । ଅନ୍ତନଳୀରେ ପହଞ୍ଚିବା ପରେ ଏହା ଅନ୍ତନଳୀକୁ ଅବରୋଧ କରେ , ତେଣୁ ଅନେକ ରୋଗ ହୁଏ । ମୋମୋକୁ ନରମ କରିବାକୁ ଏଥିରେ ବ୍ଲିଚ୍,କ୍ଲୋରାଇନ୍ ଗ୍ୟାସ୍ ମିଶାଯାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବିପଦଜ୍ଜନକ । ଏହାଛଡା ମେଦ ବହୁଳତା ବୃଦ୍ଧି କରି ଛାତି ଯନ୍ତ୍ରଣା,ମସ୍ତିଷ୍କ ସମସ୍ୟା ଓ ବିପି ମଧ୍ୟ ସୃଷ୍ଟି କରିପାରେ ।




admin 