ଛୋଟ ଜୀବ ବି ମନୁଷ୍ୟକୁ ଆକ୍ରମଣ କରିପାରେ !

ଛୋଟ ଜୀବ ବି ମନୁଷ୍ୟକୁ ଆକ୍ରମଣ କରିପାରେ !

ଛୋଟ ଜୀବ ବି ବଡ ଜୀବଙ୍କୁ ଆକ୍ରମଣ କରିପାରେ । ଜାଣନ୍ତି ?ଏପରି ଏକ ଜୀବ ଅଛି ଯାହା ଦେଖିବାକୁ ଠିକ୍‌ କଙ୍କଡା ବିଛା ପରି । ମାତ୍ର ପ୍ରକୃତରେ ଏହା କଙ୍କଡା ବିଛା ନୁହେଁ । ଏହା ଏକ ବୁଢିଆଣୀ ବା ସ୍ପାଇଡର୍‌ । ଏହି ବୁଢୀଆଣୀ ଏଭଳି ଏକ କୀଟ ଯାହା ବିଛା ଓ ପିମ୍ପୁଡିର ମିକ୍ସ ବ୍ରିଡ୍‌ । ଯାହାର ନାମ ‘ସନ୍‌ ସ୍ପାଇଡର୍‌’ । ଏହା ମନୁଷ୍ୟକୁ କାମୁଡିଲେ ଖୁବ୍‌ ଯନ୍ତ୍ରଣା ହୁଏ । ଏହା ସାପ ଓ ବିଛାକୁ ବି ଆକ୍ରମଣ କରି ମାରିଦେଇ ପାରେ । ଏମାନେ ଛୋଟ ଛୋଟ ଖାଦ୍ୟ ରୁପେ ଖାଇଥାନ୍ତି ଓ ଏମାନଙ୍କ ଚମଡା ଖୁବ୍‌ ଟାଣ ହୋଇଥିବାରୁ ବିଛା,ସାପ,ଝିଟିପିଟିଙ୍କ ସହ ଲଢିପାରନ୍ତି ।