ବିଶ୍ୱର ସବୁଠୁ ବଡ ଫୁଲ ଦେଖନ୍ତୁ
ଅନେକ ପ୍ରକାର ଫୁଲ ଆପଣ ଦେଖିଥିବେ । କିନ୍ତୁ ବିଶ୍ୱର ସବୁଠାରୁ ବୃହତ୍ ଫୁଲ ବିଷୟରେ ଜାଣନ୍ତି? ରାଫ୍ଲେସିଆକୁ ବିଶ୍ୱର ସବୁଠାରୁ ବଡ ଫୁଲର ମାନ୍ୟତା ମିଳିଛି । ଏହି ଫୁଲଟି ଦକ୍ଷିଣ ପୂର୍ବ ଏସିଆରେ ଦେଖିବାକୁ ମିଳିଥାଏ । ଏହାର ରଙ୍ଗ ହେଉଛି କମଳା ଓ ହଳଦିଆ । ଏହାର ଆକାର ପ୍ରାୟ ଏକ ମିଟର । ଏହି ଫୁଲର ରଙ୍ଗ କମଳା ଓ ହଳଦିଆ । କିନ୍ତୁ ଏହା ଖୁବ୍ ଦୁର୍ଗନ୍ଧମୟ ,ତେଣୁ କେହି ବି ଏହା ପାଖକୁ ଯାଇପାରନ୍ତି ନାହିଁ । ଏହି ଫୁଲର ଗନ୍ଧ ଶଢାମାଂସ ଗନ୍ଧ ପରି । ଏହି ଫୁଲ ଏକ ସପ୍ତାହ ପର୍ଯ୍ୟନ୍ତ ଗଛରେ ରୁହେ । ଏହା ଖୁବ୍ ହାଲକା ଓ ଓଜନ ହେଉଛି ୧୦କି.ଗ୍ରା । ଏହି ଫୁଲର ଏକ ପ୍ରଜାତି ରହିଛି ଯାହାର ବ୍ୟାସାର୍ଦ୍ଧ ମାତ୍ର ୨୦ସେ.ମି ।




admin 