ଗ୍ରୀନ୍‌ ଟି’ ନା ବ୍ଲାକ୍‌ ଟି’ , କେଉଁଟି ଶରୀର ପାଇଁ ଉପଯୋଗୀ?

ଗ୍ରୀନ୍‌ ଟି’ ନା ବ୍ଲାକ୍‌ ଟି’ , କେଉଁଟି ଶରୀର ପାଇଁ ଉପଯୋଗୀ?

ସ୍ୱାସ୍ଥ୍ୟ ସଚେତନ ଲୋକମାନେ କ୍ଷୀର ଚା’ ପିଇବାକୁ ପସନ୍ଦ କରିନଥାନ୍ତି । ତେଣୁ ସେମାନେ ଗ୍ରୀନ୍‌ ଟି’ ବା ବ୍ଲାକ୍‌ ଟି’ ପିଇଥାନ୍ତି ।

ଓଜନ କମାଇବା ପାଇଁ ଲୋକେ ବ୍ଳାକ ଟି ପିଅନ୍ତି । ଏଥିରେ ଅନେକ ପ୍ରକାରର ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ତେବେ ଏଥିରେ କାଫିନ୍‌ ମାତ୍ରା ଅଧିକ ରହିଥିବାରୁ ଅଧିକ ଚା’ ପିଇବା ଦ୍ୱାରା ସମସ୍ୟା ହୋଇଥାଏ ।  

ଗ୍ରୀନ୍‌ ଟି ମଧ୍ୟ ଓଜନ କମାଇଥାଏ । ଏଥିରେ ଥିବା କ୍ୟାଟେଚିନ୍‌ ଶରୀରରେ ଥିବା ଅତିରିକ୍ତ ଚର୍ବିକୁ ନଷ୍ଟ କରିଥାଏ । ଏଥିରେ ଥିବା ପୌଷ୍ଟିକ ତତ୍ୱ କୋଲେଷ୍ଟରଲ୍‌କୁ ନିୟନ୍ତ୍ରିତ କରି ହାର୍ଟ ସମସ୍ୟାକୁ କମ୍‌ କରିଥାଏ ।