ଜାଣନ୍ତୁ, କ୍ଷୀର ପିଇବାର ଫାଇଦା କଣ?
ନିୟମିତ କ୍ଷୀର ପିଇଲେ ତାହା ଅସ୍ଥିକୁ ମଜବୁତ ରଖିଥାଏ ।
ଏଥିରେ ମ୍ୟାଗ୍ନେସିୟମ, ପୋଟାସିୟମ ଭରି ରହିଛି । ଏହା ବ୍ଲଡପ୍ରେସର ରୋଗୀଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ।
ଶରୀରରେ ଜଳୀୟ ଅଂଶକୁ କ୍ଷୀର ଅନେକାଂଶରେ ସନ୍ତୁଳିତ ରଖିଥାଏ ।
ପ୍ରତିଦିନ କ୍ଷୀର ପିଇବା ଦ୍ୱାରା କଲୋନ୍ କ୍ୟାନ୍ସର ଆଶଙ୍କା ମଧ୍ୟ ଦୂର ହୋଇଥାଏ ।
କ୍ଷୀରର ଆଉ ଏକ ଉପକାରୀ ଗୁଣ ରହିଛି । ନିୟମିତ କ୍ଷୀର ପିଇଲେ ତାହା ଓଜନକୁ ନିୟନ୍ତ୍ରଣରେ ରଖିଥାଏ ।
କ୍ଷୀରରେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ଗୁଣ ରହିଛି ।




admin 