ଜାଣନ୍ତୁ, କେଉଁଠି ରଖିବେ ଘରର ଡଷ୍ଟବିନ୍
ବାସ୍ତୁ ଅନୁସାରେ ଘରେ ଡଷ୍ଟିବନ୍ ରଖିବାର ନିର୍ଦ୍ଦିଷ୍ଟ ଦିଗ ଓ ସ୍ଥାନ ରହିଛି ।
- ବାସ୍ତୁ ଅନୁସାରେ ଘରର ଉତର-ପୂର୍ବ ଦିଗରେ ଡଷ୍ଟବିନ୍ ରଖିବା ଅନୁଚିତ । କୁହାଯାଏ ଏହା ଦ୍ୱାରା ଧନହାନି ହୋଇଥାଏ । ତା'ସହ ନକରାତ୍ମକ ଶକ୍ତି ଘରେ ବୃଦ୍ଧି ପାଏ ।
- ଦକ୍ଷିଣ-ପୂର୍ବ ଦିଗରେ ଡଷ୍ଟବିନ୍ ରଖିବା ଅଶୁଭ । ଏହାଦ୍ୱାରା ସବୁକାର୍ଯ୍ୟରେ ବାଧା ଆସିଥାଏ ।
- ଘରର ଉତର ଦିଗରେ ଡଷ୍ଟବିନ୍ ରଖିଲେ ଚାକିରି କ୍ଷେତ୍ରରେ ସମସ୍ୟା ଆସେ ।
- ଘରର ପଶ୍ଚିମ ଦିଗରେ ଡଷ୍ଟବିନ୍ ରଖିଲେ ପରିଶ୍ରମ କଲେ ମଧ୍ୟ ଉଚିତ ଫଳ ପ୍ରାପ୍ତି ହୋଇନଥାଏ ।
ଘରର ଦକ୍ଷିଣ ଦିଗରେ ଡଷ୍ଟବିନ୍ ରଖିଲେ ଧନହାନି ଓ ମନରେ ନକରାତ୍ମକ ଚିନ୍ତାଧାରା ସୃଷ୍ଟି ହୁଏ ।
- ତେବେ ବାସ୍ତୁ ଅନୁସାରେ ଘରେ ଡଷ୍ଟିବନ୍ ସବୁବେଳେ ଦକ୍ଷିଣ-ପଶ୍ଚିମ କିମ୍ବା ଉତ୍ତର- ପଶ୍ଚିମ ଦିଗରେ ରଖିବା ଶୁଭଦାୟକ ।




admin 