କେଉଁ ବାରରେ କେଉଁ କାମ କଲେ ମିଳେ ଶୁଭ
ସୋମବାର ବିବାହ, ନାମକରଣ, ଗୃହ ନିର୍ମାଣ, ବିଦ୍ୟାଳୟକୁ ପ୍ରବେଶ କରିବାର ଶୁଭ ଦିନ । ମଙ୍ଗଳବାରରେ ଘର ଓ ବସ୍ତ୍ର କିଣିବା ଉଚିତ ନୁହେଁ । ବୁଧବାର ଅଧ୍ୟୟନ ଓ ଗୃହ ପ୍ରବେଶ ପାଇଁ ଭଲ ଦିନ । ସେହିପରି ଗୁରୁବାର ଯେଉଁ କାର୍ୟ୍ୟ ଆରମ୍ଭ ହୁଏ ତାହା ଶୁଭଦାୟକ । ଶୁକ୍ରବାର ସଂଧ୍ୟାରେ କରାଯାଉଥିବା ସବୁ କାର୍ୟ୍ୟ ଶୁଭ ହୋଇଥାଏ । ଶନିବାର ଆରମ୍ଭ କରାଯାଉଥିବା କାର୍ୟ୍ୟ ପୂରଣ ହୋଇପାରେନାହିଁ ବୋଲି କୁହାଯାଏ । ରବିବାର ପୂର୍ବ ଦିଗକୁ ଯାତ୍ରା କଲେ ନିଶ୍ଚିତ ଭାବେ




admin 