ଜାଣନ୍ତୁ, କିଭଳି ପାଇବେ ସାଇବର ଜାଲରୁ ମୁକ୍ତି
- ଫ୍ରି ଅଫର ବିଜ୍ଞାପନକୁ ବିଶ୍ୱାସ କରନ୍ତୁ ନାହିଁ ।
- ଫେକ୍ ବା ମିଥ୍ୟା ମେସେଜ ଓ କଲ୍ ଆସୁଥିଲେ ରିପ୍ଲାଇ ଦିଅନ୍ତୁ ନାହିଁ ।
- ଅସୁରକ୍ଷିତ ୱେବସାଇଟକୁ କ୍ଲିକ୍ କରନ୍ତୁ ନାହିଁ ।
- ନିଜ ବ୍ୟକ୍ତିଗତ ଜୀବନକୁ ନେଇ କୌଣସି ତଥ୍ୟ ସୋସିଆଲ ମିଡିଆରେ ପ୍ରସାର କରନ୍ତୁ ନାହିଁ ।
- ଯଦି ଆପଣଙ୍କର ବ୍ୟାଙ୍କ କିମ୍ବା କୌଣସି ସଂସ୍ଥାର ନାମରେ କଲ ଆସୁଛି ଓ ଆପଣଙ୍କର ତଥ୍ୟ ବିଷୟରେ ପଚରାଯାଉଛି, ତେବେ ନିଜ ପରିଚୟ ଓ ତଥ୍ୟ ବିଷୟରେ କୁହନ୍ତୁ ନାହିଁ ।
- ଇଂଟରନେଟ୍ ବ୍ୟବହାର ସମୟରେ ‘ପପ୍ ଅଫ୍' ମେସେଜ କିମ୍ବା ଫ୍ଲାସ ମେସେଜ ଆସିଲେ ତାହାକୁ କ୍ଲିକ କରନ୍ତୁ ନାହିଁ ।
-କମ୍ପ୍ୟୁଟର, ଲାପଟପ୍ କିମ୍ବା ମୋବାଇଲ୍ ଫୋନରେ ସଠିକ୍ ଆଂଟିଭାଇରସ୍ ସଫ୍ଟୱେୟାର ଡାଉନଲୋଡ କରନ୍ତୁ । ଯାହା ଦ୍ୱାରା ଆପଣଙ୍କ ତଥ୍ୟ ସୁରକ୍ଷିତ ରହିପାରିବ ।
- ଓଟିପି କାହା ସହିତ ସେୟାର କରନ୍ତୁ ନାହିଁ ।




admin 