ନବୀନ ନିବାସ ସାମ୍ନାରେ ଦଶମ ଶ୍ରେଶୀ ଛାତ୍ରଛାତ୍ରୀ

ନବୀନ ନିବାସ ସାମ୍ନାରେ ଦଶମ ଶ୍ରେଶୀ ଛାତ୍ରଛାତ୍ରୀ

ନବୀନ ନିବାସ ସାମ୍ନାରେ ଦଶମ ଶ୍ରେଶୀ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଆଜି ସକାଳୁ ଅଚାନକ ଏମିତି ଖବର ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ନବୀନ ନିବାସ ଆଗରେ ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି । ସମସ୍ତ ଛାତ୍ରଛାତ୍ରୀ ନିଜର ସ୍କୁଲ ଡ୍ରେସ ପିନ୍ଧି ନବୀନ ନିବାସ ଆଗରେ ଏକାଠି ରୁଣ୍ଡ ହୋଇ ପ୍ରତିବାଦ କରୁଥିବା ଜଣା ଯାଇଛି । ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ପାଇଁ ପହଂଚିଲେ । ବର୍ତମାନ ସ୍ଥିତି ଦେଖି ପରୀକ୍ଷା ବାତିଲ ପାଇଁ ଦାବି କରାଯାଇଛି । ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି ବି ଅନୁରୂପ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଦଶମ ପରୀକ୍ଷା ସ୍ଥଗିତ ନେଇ ପୂର୍ବରୁ ସରକାର ନିଷ୍ପତି ନେଇଛନ୍ତି ।