କୃଷି, ଋଣ ଚାଷୀ ଆତ୍ମହତ୍ୟା କାରଣ ନୁହେଁ : ଅରୁଣ

କୃଷି, ଋଣ ଚାଷୀ ଆତ୍ମହତ୍ୟା କାରଣ ନୁହେଁ : ଅରୁଣ

କୃଷି, ଋଣ ଚାଷୀ ଆତ୍ମହତ୍ୟା କାରଣ ନୁହେଁ : ଅରୁଣ
ଭୁବନେଶ୍ୱର: ରାଜ୍ୟ ଚାଷୀ ଆତ୍ମହତ୍ୟା ଚାଷ କ୍ଷତି ବା ଋଣ ଜନିତ ନୁହେଁ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ବୁଧବାର ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ଉତ୍ତରଦେଇ ମନ୍ତ୍ରୀ ଶ୍ରୀ ସାହୁ ଏହା କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଚାଷୀ ଆତ୍ମହତ୍ୟା କୃଷି ଓ ଋଣ ଜନିତ ନୁହେଁ । ଆତ୍ମହତ୍ୟା ପାରିବାରିକ କିମ୍ବା ଅନ୍ୟ କାରଣ ପାଇଁ ହୋଇଥାଇପାରେ । ଜିଲ୍ଲାପାଳ ଓ ଏସପିଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ଚାଷ କ୍ଷତି ଓ ଋଣ କାରଣ ଯୋଗୁଁ ଚାଷୀ ଆତ୍ମହତ୍ୟା ହେଉନାହିଁ ।