ଜିଲ୍ଲାପାଳଙ୍କ ନାମରେ ଫେକ ଆଇଡି

ଜିଲ୍ଲାପାଳଙ୍କ ନାମରେ ଫେକ ଆଇଡି

ଜିଲ୍ଲାପାଳଙ୍କ ନାମରେ ଫେକ ଆଇଡି
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାମରେ ଏକ ଫେକ ଫେସବୁ ଆଇଡି ଖୋଲାଯାଇଥିବା ଅଭିଯୋଗ ହୋଇଛି । କେହି ଜଣେ ସମର୍ଥ ବର୍ମାଙ୍କ ଫଟୋକୁ ବ୍ୟବହାର କରି ଏକ ଫେସବୁକ ଆଇଡି ଖୋଲିଛି । ଏନେଇ ଜାଣିବା ପରେ ଶ୍ରୀ ବର୍ମା ଏସପିଙ୍କୁ ଭେଟିଛନ୍ତି । ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଏସପିଙ୍କ ନିକଟରେ ଦାବି କରିଛନ୍ତି ।