କାଲିଠୁ ଏସସିବି ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ

କାଲିଠୁ ଏସସିବି ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ

କାଲିଠୁ ଏସସିବି ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ
କଟକ: କାଲିଠାରୁ କଟକ ଏସସିବି ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଧମକ ଦିଆଯାଇଛି । ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ କାଲିଠାରୁ କାର୍ଯ୍ୟକନ୍ଦ କରିବାକୁ କୁହାଯାଇଛି । ଜରୁରୀ ସେବା ଓ କୋଭିଡ ଡୁ୍ୟଟି ବନ୍ଦ ନକରିବାକୁ ନିଷ୍ପତି ନିଆଯାଇଛି । ୨୨ ତାରିଖରୁ ଆଜି ପର୍ଯ୍ୟନ୍ତ କଳାବ୍ୟାଜକ ପିନ୍ଧି କାର୍ଯ୍ୟ କରୁଥିଲେ । ପ୍ରତିବାଦ ସତ୍ୱେ ଦାବି ପୂରଣ ନ ହେବାରୁ କାର୍ଯ୍ୟବନ୍ଦ ଧମକ ଦିଆଯାଇଛି ।