କୋଇଲା ବୋଝେଇ ଟ୍ରେନରେ ନିଆଁ

କୋଇଲା ବୋଝେଇ ଟ୍ରେନରେ ନିଆଁ

କୋଇଲା ବୋଝେଇ ଟ୍ରେନରେ ନିଆଁ
ସମ୍ବଲପୁର: ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯାଇଥିବା ଜଣାଯାଇଛି । ଟ୍ରେନର ୨ଟି ବଗିରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି । ତେବେ ନିଆଁ ଲାଗିବାର କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବାବେଳେ ଏନେଇ କୌଣସି ଅଘଟଣ ଘଟିନଥିବା ସୂଚନା ମିଳିଛି ।