ଏଟିଏମ୍‌ ଲୁଟ

ଏଟିଏମ୍‌ ଲୁଟ

ଏଟିଏମ୍‌ ଲୁଟ
ବାଲେଶ୍ଵର:ଦିନକୁ ଦିନ ଲୁଟେରାଙ୍କ ଉତପାତ ବଢିବାରେ ଲାଗିଛି । ବାଲେଶ୍ୱରରେ ଏଟିଏମ୍‌ ଲୁଟ କରିଛନ୍ତି ଲୁଟେରା । ସୋର କଲେଜ ଛକ ନିକଟରେ ଥିବା ଫେଡେରାଲ୍‌ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ କରିଛନ୍ତି । ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍‌ ତାଡ଼ି ନେଇଯାଇଛନ୍ତି । ଏଟିଏମ୍‌ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ି ନାହିଁ । ସୂଚନା ପାଇବା ପରେ ସୋର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।