କଟକ ମହେନ୍ଦ୍ରା କୋଚିଂ ସେଂଟର ସିଲ୍ କଲା ସିଏମସି

କଟକ ମହେନ୍ଦ୍ରା କୋଚିଂ ସେଂଟର ସିଲ୍ କଲା ସିଏମସି

କଟକ ମହେନ୍ଦ୍ରା କୋଚିଂ ସେଂଟର ସିଲ୍ କଲା ସିଏମସି
ଭୁବନେଶ୍ୱର: ଦେଶରେ ଚାଲିଛି କରୋନାର ସଂକ୍ରମଣର ଦ୍ୱିତୀୟ ଢେଉ । ଏହି ଦିନ ଢେଉ ବେଶି ଜୋରେ ମାଡି ଚାଲିଛି । କରୋନାର ପ୍ରଥମ ଲହର ଠାରୁ କରୋନା ଦ୍ୱିତୀୟ ଲହର କ୍ଷିପ୍ର ଗତିରେ ମାଡି ମାଡି ଲାଗିଛି । ଆଜି ଦେଶରୁ ୧ ଲକ୍ଷ ୨୬ ହଜାର ୭୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଓଡିଶା ରାଜ୍ୟରେ ମଧ୍ୟ ୮୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ଆସିଲା ବଡ ଖବର । କଟକ ଅରୁଣଦୋୟ ନଗର ସ୍ଥିତ ମହିନ୍ଦ୍ରା କୋଚିଂ ସେଟର ସିଲ୍ କରାଯାଇଛି । କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ସିଲ୍ କରାଯାଇଛି । ସିଏମସି ଏନଫୋର୍ସମେଂଟ ସ୍କ୍ୱାଡର ଚଢାଉ ପରେ ସିଲ କରାଗଲା ।