ଓଏଏସ୍ ଅଧିକାରୀସ୍ତରରେ ବଦଳି
ଓଏଏସ୍ ଅଧିକାରୀସ୍ତରରେ ବଦଳି
ଭୁବନେଶ୍ୱର : ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଏଏସ୍ ଅଧିକାରୀ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ଅନୁଗୁଳ ଜିଲ୍ଲା ପିଡି ଡିଆରଡିଏ ଦିଲ୍ଲୀପ କୁମାର ସାହୁଙ୍କୁ ଏକ୍ସପୋର୍ଟ ପ୍ରମୋସନ୍ ଏବଂ ମାର୍କେଟିଂର ନିଦେ୍ର୍ଧଶକ ଭାବେ ବଦଳି ହୋଇଛି । ସେହିପରି ଅବକାରୀ ବିଭାଗର ଅତିରିକ୍ତ ସଚିବ ପ୍ରମୋଦ କୁମାର ମିଶ୍ରଙ୍କର ଓପିଏସସି ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିବେଦିତା ମିଶ୍ରଙ୍କର ଉଚ୍ଚଶିକ୍ଷା ବିଭାଗର ନିଦେ୍ର୍ଧଶକ, ଯାଜପୁର ଏଡିଏମ୍ ମିହିର ପ୍ରସାଦ ମହାନ୍ତିଙ୍କର ଅବକାରୀ ବିଭାଗର ଅତିରିକ୍ତ ସଚିବ, ଆଠମଲ୍ଲିକ ଉପଜିଲ୍ଳାପାଳ ଳଳିତ ମୋହନ ବେହେରାଙ୍କର ଅନୁଗୁଳ ପିଡି, ଡିଆରଡିଏ ଭାବେ ବଦଳି ହୋଇଛି ।




admin 