୨୧ତମ ୟଙ୍ଗ ଷ୍ଟାର କ୍ରିକେଟ ଟୁର୍ଣାମେଣ୍ଟଯୁବା ଜୁରାବନ୍ଧ ଚାମ୍ପିଆନ

୨୧ତମ ୟଙ୍ଗ ଷ୍ଟାର କ୍ରିକେଟ ଟୁର୍ଣାମେଣ୍ଟଯୁବା ଜୁରାବନ୍ଧ ଚାମ୍ପିଆନ

୨୧ତମ ୟଙ୍ଗ ଷ୍ଟାର କ୍ରିକେଟ ଟୁର୍ଣାମେଣ୍ଟଯୁବା ଜୁରାବନ୍ଧ ଚାମ୍ପିଆନ
ବେଲପଡା(ମନୋଜ କୁମାର ମିଶ୍ର)-ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଯୁବା ଗ୍ରାମ ର ପଂଚାୟତ ଖେଳପଡିଆ ଠାରେ ଗତ ୫ ଦିନ ଧରି ଚାଲିଥିବା ୨୧ତମ ୟଙ୍ଗ ଷ୍ଟାର କ୍ରିକେଟ ଟୁର୍ଣାମେଣ୍ଟ ର ଫାଇନାଲ ଖେଳ ଯୁବା ବନାମ ଜୁରାବନ୍ଧ ମଧ୍ୟ ରେ ହୋଇଥିଲା ।ଟସ ଜିଣି ଯୁବା ଦଳ ନିର୍ଦ୍ଧାରିତ ୬ ଓଭର ରେ ୬୫ ରନ ସଂଗ୍ରହ କରିଥିଲା ବେଳେ ଜୁରାବନ୍ଧ ଦଳ ୪ ଓଭର ବିନିମୟ ରେ ୬୮ ରନ ସଂଗ୍ରହ କରି ବିଜେତା ହୋଇଥିଲା । ଖେଲ ରେ ଆମ୍ପିଆର ରେ ଗଣେଶ ପୁଟା ଓ ଶୁଶାନ୍ତ ସାହୁ ସ୍କୋର ବୋର୍ଡ ରେ ଗୋବିନ୍ଦ ବାଗ ,ବିଘ୍ନ ପୁଟେଲ ରହିଥିଲେ । ଆୟୋଜିତ ପୁରସ୍କାର ବୀତରଣି ଉତ୍ସବ ରେ ସ୍ଥାନୀ ୟ ସରପଂଚ ଲକ୍ଷ୍ମୀ ଧର ପୁଟା ଓ ସମ୍ମାନୀତ ଅତିଥି ଭାରେ ସୁରେନ୍ଦ୍ର ସାହୁ ଯୋଗ ଦେଇ ବିଜେତା ଜିରାବନ୍ଧ ଜଳ କୁ ନଗଦ ରାଶି ସହ ବିଜେତା କପ ଓ ଯୁବା ଦଳ କୁ ରନର୍ସ କପ ସହ ନଗଦ ରାଶୀ ପ୍ରଦାନ କରିଥିଲେ । ଜୁରାବନ୍ଧ ଦଳ ର ଆକାଶ କୁମ୍ୟାନ ଅପ ଦ ମ୍ୟାଚ ଓ ଯୁବାର ବିକାଶ କୁ ମ୍ୟାନ ଅପ ଦ ସିରିଜ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । କମିଟୀ ର ପିଙ୍କୁ ପୁୁଟେଲ,ଜିତେନ୍ଦ୍ର ବାଗ,ଟୁନା ତାଣ୍ଡି , ସନ୍ୟାସୀ ରାଏ,ମନୋଜ ବଗର୍ତୀ, ମନୋଜ ସେଠ,ମହେନ୍ଦ୍ର ବାଗ , ବିଷ୍ନୁ ବରିହା, ବିଶା ବଗର୍ତୀ ,ପିତ କୁମ୍ଭାର,ଉମେଶ ସାହୁ,କୁନୁ ବିଶ୍ୱାଳ ଙ୍କ ତତ୍ୱାବଧାନ ରେ ଏହି ଟୁର୍ଣାମେଣ୍ଟ ଆୟୋଜିତ ହୋଇଥିଲା ।