୨୦୨୦ ଅକ୍ଟୋବର ୨ ସୁଦ୍ଧା ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ବ୍ୟାନ

୨୦୨୦ ଅକ୍ଟୋବର ୨ ସୁଦ୍ଧା ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ବ୍ୟାନ

୨୦୨୦ ଅକ୍ଟୋବର ୨ ସୁଦ୍ଧା ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ବ୍ୟାନ
ଭୁବନେଶ୍ୱର: ଆସନ୍ତା ବର୍ଷ ଅର୍ଥାତ ୨୦୨୦ ଅକ୍ଟୋବର ୨ ସୁଦ୍ଧା ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବ୍ୟାନ କରାଯିବ । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ପୂରା ବ୍ୟାନ କରାଯିବ । ୨୦୨୦ ଅକ୍ଟୋବର ୨ ସୁଦ୍ଧା ଗ୍ରାମାଞ୍ଚଳରୁ ପ୍ଲାଷ୍ଟିକକୁ ବ୍ୟାନ କରାଯିବ । ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ପ୍ଲାଷ୍ଟିକର ଡିସପୋଜ କରିବାକୁ ପଞ୍ଚାୟତିରଜ ବିଭାଗକୁ ନିଦେ୍ର୍ଧଶ ଦିଆଯାଇଛି । ଏବେ ରାଜ୍ୟର ସବୁ ପୌରାଞ୍ଚଳରେ ପ୍ଲାଷ୍ଟିକ ବ୍ୟାନ କରାଯାଇଛି । ପ୍ଲାଷ୍ଟିକ ବ୍ୟାନ ନେଇ ପରିବେଶ ବିଭାଗ ନିଦେ୍ର୍ଧଶକଙ୍କ ପକ୍ଷରୁ ସୂଚନା ଦିଆଯାିଛି ।