ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢିଲା

ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢିଲା

ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢିଲା
ଭୁବନେଶ୍ୱର:ସରକାରୀ ମେଡିକାଲ କଳେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢିଲା । ଷ୍ଟାଇପେଣ୍ଡ ବଢିବା ନେଇ ଡିଏମଇଟିଙ୍କୁ ଚିଠି ଉପସଚିବ ଲେଖିଛନ୍ତି ।ମାସିକ ୨୦ ହଜାରରୁ ୨୮ ହଜାରକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ନିଷ୍ପତି ନିଆଯାଇଛି । ହାଉସ ସର୍ଜନ ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆନେ୍ଦାଳନ ଧମକ ଦେଇଥିଲେ । ଷ୍ଟାଇପେଣ୍ଡ ବୃଦ୍ଧି ପରେ ଆନେ୍ଦାଳନ ନିଷ୍ପତିରୁ ଓହରିଲା ହାଉସ ସର୍ଜନ ସଂଘ ।