ହାର୍ଟ ଆଟାକ୍ରୁ ଦୂରେଇ ରଖେ ଏହି ଧୁଆଁ
ପରିବର୍ତ୍ତିିତ ଜୀବନ ଶୈଳୀରେ କେତେକଙ୍କ ଠାରେ ହାର୍ଟ ଆଟାକ୍ ସମସ୍ୟା ଦେଖାଦେଇଥାଏ। ତେବେ ଏହାର ନିରାକରଣ କିଛି ଘରୋଇ ଉପଚାର ଦ୍ୱାରା ମଧ୍ୟ ସମ୍ଭବ। ଘରେ ସବୁଦିନ ଝୁଣା ଧୁଆଁ ଦେଲେ ଏହା ମନରେ ସକାରାତ୍ମକ ପ୍ରଭାବ ପକାଇବା ସହିତ ହରମୋନ୍ସ୍ତରକୁ ନିୟନ୍ତ୍ରିତ କରି କୋଲେଷ୍ଟରଲ କମ୍ କରିଥାଏ। ଏହା ଦ୍ୱାରା ରକ୍ତଚାପ ସ୍ବାଭାବିକ ହୋଇଥାଏ। ଫଳରେ ହାର୍ଟ ଆଟାକ୍ ଭଳି ସମସ୍ୟାରୁ ସହଜରେ ମୁକ୍ତି ମିଳିପାରେ। ଝୁଣାରେ ଥିବା ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ନିଶ୍ୱାସରେ ଫୁସଫୁସ୍ ରକ୍ତକୋଷିକାରେ ଆବଜରଭ୍ ହୋଇ ରକ୍ତରେ ଥିବା ଟ୍ରାଇଗ୍ଲିସେରଡ୍ କମ୍ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ଘରେ ସପ୍ତାହରେ ୩-୪ଥର ଝୁଣା ଧୁଆଁ ଦେଲେ ଅନେକ ଉପକାର ମିଳିଥାଏ।




admin 