ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କାହିଁକି କଳହ ଲାଗେ

ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କାହିଁକି କଳହ ଲାଗେ

ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କାହିଁକି କଳହ ଲାଗେ
ସମସ୍ତେ ଚାହାନ୍ତି କି ତାଙ୍କର ବୈବାହିକ ଜୀବନ ସବୁବେଳେ ସୁଖ ଶାନ୍ତିରେ କଟୁ। ଦୁହିଁଙ୍କ ମଧ୍ୟରେ ଥିବା ଭଲ ପାଇବା ଅତୁଟ ରହୁ। ମାତ୍ର ବେଳେବେଳେ ବୁଝି ହୁଏନା କେଉଁ କାରଣରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥାଏ। ଆଉ ତାହା ଗୋଟେ କି ଦୁଇ ଦିନ ପାଇଁ ନ ଥାଏ। ଅହରହ ସେମାନଙ୍କ ମଧ୍ୟରେ କଳହ ଲାଗି ରହିଥାଏ। ଏହି କଳହ ପଛର କାରଣ ବେଡ଼୍ରୁମ୍ ମାନେ ଶୋଇବା ଘର ନୁହେଁ ତ। ମାନେ ଶୋଇବା ଘରେ ଯଦି ଖଟ ଠିକ ସ୍ଥାନରେ ନ ପଡ଼ିନଥିବ ତେବେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହିବ। ପୁଣି ଖଟ ଯଦି ଠିକ ସ୍ଥାନରେ ନ ପଡ଼ିନଥିବ ତେବେ ନକାରାତ୍ମକ ଶକ୍ତି ଘରକୁ ଆସିଥାଏ। ଯଦି ଆପଣ ଚାହୁଁଛନ୍ତି ଦୁହିଁଙ୍କ ମଧ୍ୟରେ କଳହ ନ ହେଉ ତେବେ ଆପଣାନ୍ତୁ ବାସ୍ତୁ ଟିପ୍ସକୁ।