ସୁସ୍ଥ ହେଲେ ଓଡିଶାର ପ୍ରଥମ କରୋନା ରୋଗୀ ।

ସୁସ୍ଥ ହେଲେ ଓଡିଶାର ପ୍ରଥମ କରୋନା ରୋଗୀ ।

ସୁସ୍ଥ ହେଲେ ଓଡିଶାର ପ୍ରଥମ କରୋନା ରୋଗୀ ।
ଆଜି ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ। କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତ ୨୪ ଘଣ୍ଟାରେ ଦୁଇ ଥର ନମୁନା ପରୀକ୍ଷା ନେଗେଟିଭ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଗଲା। ଇଟାଲୀରୁ ଆସିଥିବା ଏହି ଯୁବକ ମାର୍ଚ୍ଚ ୧୫ରେ କରୋନା ଆକ୍ରାନ୍ତ ବୋଲି ଜଣାପଡିଥିଲା। ଗତକାଲି ଦ୍ବିତୀୟ ଆକ୍ରାନ୍ତ ଏମସରୁ ଡିସ୍‌ଚାର୍ଜ ହୋଇଥିଲେ। ଏହା ଛଡ଼ା ଏବେ ରାଜ୍ୟରେ ୩ କୋରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।