ରାଜ୍ୟ ସରକାରଙ୍କ ବଡ ଘୋଷଣା, ୪୮ ଘଂଟା ପାଇଁ ଭୁବନେଶ୍ୱର ଏବଂ ଭଦ୍ରକ ଟାଉନ ହେବ ସଟଡାଉନ

ରାଜ୍ୟ ସରକାରଙ୍କ ବଡ ଘୋଷଣା, ୪୮ ଘଂଟା ପାଇଁ ଭୁବନେଶ୍ୱର ଏବଂ ଭଦ୍ରକ ଟାଉନ ହେବ ସଟଡାଉନ

ରାଜ୍ୟ ସରକାରଙ୍କ ବଡ ଘୋଷଣା, ୪୮ ଘଂଟା ପାଇଁ ଭୁବନେଶ୍ୱର ଏବଂ ଭଦ୍ରକ ଟାଉନ ହେବ ସଟଡାଉନ
କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଆଗାମୀ ୪୮ ଘଂଟା ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ଭଦ୍ରକ ଟାଉନକୁ ସଟଡାଉନ ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟରେ କରୋନାକୁ ପ୍ରତିହତ କରିବା ପାଇଁ ଆଜି ସଂଧ୍ୟା ୮ଟାରୁ ରବିବାର ସଂଧ୍ୟା ୮ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ଭଦ୍ରକ ଟାଉନକୁ ସଂପୂର୍ଣ୍ଣ ରୂପେ ବନ୍ଦ ଘୋଷଣା କରାଯାଇଛି । ତେବେ ଏହି ସମୟରେ ଯଦି କୌଣସି ବ୍ୟକ୍ତି ଏହି କଟକଣାକୁ ଉଲ୍ଲଘଂନ କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ କ୍ୱାରେଂଟାଇନରେ ରଖାଯିବ । ସେହିପରି ଯେଉଁ ପାସ୍ ଜାରି କରାଯାଇଥିଲା ସେ ସବୁକୁ ସସପେଣ୍ଡ କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।