ସାଇକେଲରେ ବୁହା ହେଲା ଶବ

ସାଇକେଲରେ ବୁହା ହେଲା ଶବ

ସାଇକେଲରେ ବୁହା ହେଲା ଶବ
ଭୁବନେଶ୍ୱର: ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ମୋତି ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଭଉଣୀର ଶବକୁ ଗାଁ ଲୋକେ ଦେଲେନି କାନ୍ଧ,୨ ଭାଇ ସାଇକେଲରେ ଶବକୁ ବୋହିଲେ । ଭଉଣୀର ଶବକୁ ସାଇକେଲରେ ନେଇ ସଂସ୍କାର କଲେ । ଅନ୍ତିମ ସଂସ୍କାରରେ ସଂପର୍କୀୟ ଓ ଗ୍ରାମବାସୀ କେହି ଆସିଲେନି । ପାରିବାରିକ କଳହ ଯୋଗୁଁ କେହି ଆସିନଥିବା ସୂଚନା ମିଳିଛି । ସ୍ୱାମୀ ପରିତ୍ୟକ୍ତା ମହିଳା ଜଣଙ୍କ ୨ ଭାଇଙ୍କ ସହ ରହୁଥିଲେ ।