ସମୁଦ୍ରରେ ଭାସିଗଲେ ନାବାଳକ

ସମୁଦ୍ରରେ ଭାସିଗଲେ ନାବାଳକ

ସମୁଦ୍ରରେ ଭାସିଗଲେ ନାବାଳକ
ପାରାଦୀପ:ଜଣେ ନାବାଳକ ସମୁଦ୍ରରେ ଭାସିଗଲେ । ବୋସ୍କାଲିସ ପଏଂଟ ପାଖରେ ସମୁଦ୍ରରେ ଭାସି ଯାଇଥିବା ସୂଚନା ମିଳିଛି । ପିଲା ଜଣଙ୍କ ସ୍ଥାନୀୟ ତ୍ରିଲୋଚନପୁର ଗାଁର ଥିବା ଜଣାପଡିଛି । ମାଆ ସହ ବୁଲିବାକୁ ଯାଇଥିଲେ । ସମୁଦ୍ରରେ ଗାଧୋଇଲା ବେଳେ ହଠାତ ସମୁଦ୍ର ଭିତରକୁ ଭାସି ଯାଇଥିବା ସୂଚନା ରହିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଆରମ୍ଭ କରିଛନ୍ତି ।