ରେଳ କର୍ମଚାରୀଙ୍କୁ ବୋନସ୍

ରେଳ କର୍ମଚାରୀଙ୍କୁ ବୋନସ୍

ରେଳ କର୍ମଚାରୀଙ୍କୁ ବୋନସ୍
ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କ ପାଇଁ ପୂଜା ଭେଟି ଦେଲେ କେନ୍ଦ୍ର ସରକାର । ରେଳ କର୍ମଚାରୀଙ୍କ ପାଇଁ କେନ୍ଦ୍ର କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରେଳ କର୍ମଚାରୀଙ୍କୁ ବୋନସଭାବେ ମିଳିବ ୭୮ ଦିନର ଦରମା । ଏହା ଦ୍ୱାରା ମୋଟ ୧୧ଲକ୍ଷ ୫୨ ହଜାର କର୍ମଚାରୀ ଉପକୃତ ହେବେ ।