ରାଜ୍ୟରେ କରୋନାରୁ ଆଉ ୭୨ ଜଣ ସୁସ୍ଥ

ରାଜ୍ୟରେ କରୋନାରୁ ଆଉ ୭୨ ଜଣ ସୁସ୍ଥ

ରାଜ୍ୟରେ କରୋନାରୁ ଆଉ ୭୨ ଜଣ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ କରୋନାରୁ ଆଉ ୭୨ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୦୯ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ୧୫, ମୟୂରଭଞ୍ଜରେ ୧୧, ଖୋର୍ଦ୍ଧାରେ ୮, ବଲାଙ୍ଗୀରରେ ୭, ବାଲେଶ୍ୱରରେ ୫, କଟକରେ ୫, ଅନୁଗୁଳରେ ୪, ଯାଜପୁରରେ ୪, ପୁରୀରେ ୩, ଦେବଗଡ଼ରେ ୨, ରାୟଗଡ଼ାରେ ୨, ସମ୍ବଲପୁରରେ ୨, ଗଞ୍ଜାମରେ ୧, ଜଗତସିଂହପୁରରେ ୧, କେନ୍ଦୁଝରରେ ୧ ଓ ରାଜ୍ୟ ପୁଲରେ ଜଣେ ସୁସ୍ଥ ହୋଇଛନ୍ତି ।