ଯୋଡାଶିଶୁଙ୍କ ଗୋଟିଏ ହୃଦୟ

ଯୋଡାଶିଶୁଙ୍କ ଗୋଟିଏ ହୃଦୟ

ଯୋଡାଶିଶୁଙ୍କ ଗୋଟିଏ ହୃଦୟ
ଭୁବନେଶ୍ୱର:ଢେଙ୍କାନାଳ ହସ୍ପିଟାଲରେ ଛାତିଯୋଡା ଶିଶୁ କନ୍ୟା ଜନ୍ମ ହେବା ଘଟଣା । ଯୋଡାଶିଶୁ କନ୍ୟାଙ୍କର ଗୋଟିଏ ହୃତପିଣ୍ଡ ରହିଛି । କଟକ ଶିଶୁ ଭବନରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ସୂଚନା ଦେଇଛନ୍ତି । ଦୁଇ ଶିଶୁଙ୍କର ସ୍ୱାସ୍ଥାବସ୍ଥା ଭଲ ନାହିଁ, ଚିକିତ୍ସା ପାଇଁ ଡାକ୍ତରୀ ଟିମ ଗଠନ କରାଯିବ । ଲକ୍ଷଙ୍କର ଗୋଟିଏ ଶିଶୁ ଏଭଳି ଜନ୍ମ ଗ୍ରହଣ ନେଇଥାନ୍ତି ବୋଲି ଡାକ୍ତର କହିଛନ୍ତି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ା ଶିଶୁଙ୍କ ଜନ୍ମ ହୋଇଛି । ପର୍ଜଙ୍ଗ ଅଞ୍ଚଳରୁ ଆସିଥିବା ଜଣେ ମହିଳା ଯୋଡ଼ା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ନବଜନ୍ମିତ ଦୁଇ ଶିଶୁ କନ୍ୟାଙ୍କ ଛାତିରୁ ପେଟ ଯାଏଁ ଯୋଡ଼ି ହୋଇ ରହିଛି ।