ଯାଜପୁର ଏକ୍ସପ୍ରେସ ପକ୍ଷରୁ ସମ୍ମାନୀତ ହେଲେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର

ଯାଜପୁର ଏକ୍ସପ୍ରେସ ପକ୍ଷରୁ ସମ୍ମାନୀତ ହେଲେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର

ଯାଜପୁର ଏକ୍ସପ୍ରେସ ପକ୍ଷରୁ ସମ୍ମାନୀତ ହେଲେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର
ଭୁବନ(ସଞ୍ଜୟ କୁମାର ନାୟକ) - ଢେଙ୍କାନାଳ ଜିଲା ଭୁବନ ସାମ୍ବାଦିକ ସଂଘରସଭାପତିଙ୍କୁ ଯାଜପୁର ଏକ୍ସପ୍ରେସ ପକ୍ଷରୁ ସମ୍ମାନିତ କରାଯାଇଛି । ଉର୍କଷ ର ୧୦ ବର୍ଷ ପାଳନ କରୁଥିବା କଳିଙ୍ଗନଗର ଗ୍ରୁପ ଅଫ ଇଷ୍ଟିଚ୍ୟଟ ପକ୍ଷରୁ ଜାନୁଆରୀ ୩ ରୁ ଆରମ୍ଭ ହୋଇଥିବା ମହୋସôବ ଅବସରରେ କଳିଙ୍ଗ ହାଇୟର ସେକେଣ୍ଡାରୀ ସ୍କୁଲର ବାର୍ଷକ ଉସôବରେ ଅଧକ୍ଷତା କରିଥିଲା । ସ୍କୁଲର ଅଧକ୍ଷ ଇଂ ଆଲେକଜାଣ୍ଡାର ଦାସ । ବିଦ୍ୟାଳୟ ଅଧ୩ ବିଗ୍ରମ ବାରକ ସଂପାଦକୀୟ ବିବରଣୀ ପାଠ କରିଥିଲେ । ୫୧ ଜଣ ଗୁରୁଙ୍କୁ ପୂଜନ କରାଯାଇଥିଲା । ଦେଶତ୍ମଦୋଧକ ଗ୍ରାମା, ସଂଗୀତ ଏକକ ଅଭିନୟ, ଜାତୀୟ ସଂଗତି ସଂର୍ପକୀତ ବଷୟରେ ପ୍ରର୍ଦସନ କରାଯାଇଥିଲା । ଏହି ଉସôବରେ ରାହ୍ଟ୰୍ରପତି ପୁରସ୍କାରପ୍ରାପ୍ର ସଂସ୍କୃତ ପଣ୍ଡିତ ଅର୍ଯ୍ୟାକବି ପ୍ରମୋଦ କୁମା ରମିଶ୍ର ମୁଖ୍ୟ ।ତିଥି , ଅବସରପ୍ରପ୍ତା ଆଇଏସ ସମରେନ୍ଦର ସାୁ ମୁଖ୍ୟ ବକ୍ତା । ଭାବେ ଯୋଗଦେଇଥିଲେ । ଏହି ଆବସରରେ ଯାଜପୁର ଏକ୍ସପ୍ରେସର ସଂପାଦକ ଇଂ ଆଲେକଜାଣ୍ଡାର ଦାସଙ୍କ ପକ୍ଷରୁ ଭୁବନ ସାମ୍ବାଦିକ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ମାନପତ୍ରଉପଢେକନ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।