ମୋହାଲିରେ ଭାରତ ଓ ଅଷ୍ଟ୍ରେଲିଆ ୪ର୍ଥ ଦିନିକିଆ

ମୋହାଲିରେ ଭାରତ ଓ ଅଷ୍ଟ୍ରେଲିଆ ୪ର୍ଥ ଦିନିକିଆ

ମୋହାଲିରେ ଭାରତ ଓ ଅଷ୍ଟ୍ରେଲିଆ ୪ର୍ଥ ଦିନିକିଆ
ମୋହାଲିରେ ଭାରତ ଓ ଅଷ୍ଟ୍ରେଲିଆ କଡାଟକ୍କର । ସିରିଜ ହାତେବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ମୋହାଲିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି ଭାରତ । ସିରିଜରେ ଭାରତ ୨-୧ରେ ଆଗୁଆ ଥିବା ବେଳେ ଭାରତ ଆଜିର ମ୍ୟାଚକୁ ଜିତି ସିରିଜ ବିଜୟକୁ ସୁନିଶ୍ଚିତ କରିବାକୁ ଚାହିଁବ । ସେପଟେ ଅଷ୍ଟ୍ରେଲିଆ ଆଜିର ମ୍ୟାଚ ଜିତି ସିରିଜକୁ ୨-୨ରେ ବରାବର କରିବାକୁ ଚାହିଁବ । ଆଜି ଓପନିଂ ଯୋଡି ଉପରେ ଭାରତର ମ୍ୟାଚ୍ ଅନେକ କିଛି ନିର୍ଭର କରିବ । ଗତକାଲି ଉଭୟ ଦଳ ଜୋରଦାର ପ୍ରାକ୍ଟିସ୍ କରିଛନ୍ତି ।