ମାଲଗାଡି ଲାଇନଚୁ୍ୟତ

ମାଲଗାଡି ଲାଇନଚୁ୍ୟତ

ମାଲଗାଡି ଲାଇନଚୁ୍ୟତ
ଚାନ୍ଦବାଲି: କୋଇଲା ବୋଝେଇ ଟ୍ରେନ୍ର ୮ଟି ବଗି ଲାଇନଚୁ୍ୟତ ହୋଇଛି । ଭଦ୍ରକ ପାଳିଆର ବିଝାରପୁରରେ ମାଲଗାଡି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । କୋଇଲା ବୋଝେଇ ଟ୍ରେନଟି ଧାମରାରୁ ଖଡଗପୁରକୁ ଯାଉଥିଲା ।