ଭିଜିଲାନ୍ସ ହାତରେ ଲାଂଚୁଆ କ୍ୟାସିଅର

ଭିଜିଲାନ୍ସ ହାତରେ ଲାଂଚୁଆ କ୍ୟାସିଅର

ଭିଜିଲାନ୍ସ ହାତରେ ଲାଂଚୁଆ କ୍ୟାସିଅର
ଝାରସୁଗୁଡା : ଲଖନପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢଉ ହୋଇଛି। ବିଇଓ କାର୍ଯ୍ୟାଳୟର କୋଷାଧ୍ୟକ୍ଷ ଅରୁଣ ପାଢ଼ୀ ବିଲ ପାସ କରିଦେବା ପାଇଁ ସତ୍ୟନାରାୟଣ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛି। ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ ଅଧିକ ତଦନ୍ତ ଆରମ୍ଭ କରିଛି ।