ଭାରତ ଫେରିବ ନିରବ ମୋଦି

ଭାରତ ଫେରିବ ନିରବ ମୋଦି

ଭାରତ ଫେରିବ ନିରବ ମୋଦି
ନୂଆଦିଲ୍ଲୀ: ନିରବ ମୋଦି ଭାରତ ଫେରିବା ସମ୍ଭାବନା ବଢିଲା । ନିରବଙ୍କ ଭାରତ ପ୍ରତ୍ୟପର୍ଣକୁ ବ୍ରିଟେନ ସରକାର ମଂଜୁରୀ ଦେଲେ । ବ୍ରିଟେନ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ମଂଜୁରୀ ମିଳିଛି । ମଂଜୁରୀ ମିଳିବା ନେଇ ସିବିଆଇ ସୂତ୍ରରୁ ସୂଚନା ମିଳିଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନିୀତିର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ।