ବୈଦ୍ୟୁତିକ ଗଣମାଧ୍ୟମର ସେନ୍ସର ସପକ୍ଷରେ ସର୍ବୋଚ୍ଚ କୋର୍ଟ

ବୈଦ୍ୟୁତିକ ଗଣମାଧ୍ୟମର ସେନ୍ସର ସପକ୍ଷରେ ସର୍ବୋଚ୍ଚ କୋର୍ଟ

ବୈଦ୍ୟୁତିକ ଗଣମାଧ୍ୟମର ସେନ୍ସର ସପକ୍ଷରେ ସର୍ବୋଚ୍ଚ କୋର୍ଟ
ନୂଆଦିଲ୍ଳୀ : ମଙ୍ଗଳବାର ସୁପ୍ରିମକୋର୍ଟ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବାର ପ୍ରସ୍ତାବ ଦେଇଛନ୍ତି । ତେବେ ଗଣମାଧ୍ୟମର ସ୍ୱାଧୀନତା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା । ତେବେ ସମ୍ପୂର୍ଣ୍ଣ କଟକଣା ପରିବର୍ତ୍ତେ ନୀତି ନିୟମ ନିର୍ଦ୍ଧାରଣ ପାଇଁ ଏକ କମିଟି ଗଠନ କରିବା ପାଇଁ ସର୍ବୋଚ୍ଚ କୋର୍ଟ ପରାମର୍ଶ ଦେଇଛନ୍ତି । ଇଣ୍ଟରନେଟକୁ ନିୟନ୍ତ୍ରଣ କରିବା କଷ୍ଟ ମାତ୍ର ବୈଦ୍ୟୁତିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରାଯାଇପାରି ବ । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।