ବିଧାନସଭା ଶୀତ ଅଧିବେଶନ : ମୁଲତବୀ ଘୋଷଣା କଲେ ବାଚସ୍ପତି

ବିଧାନସଭା ଶୀତ ଅଧିବେଶନ : ମୁଲତବୀ ଘୋଷଣା କଲେ ବାଚସ୍ପତି

ବିଧାନସଭା ଶୀତ ଅଧିବେଶନ : ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର : ଆଜି ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ । ଆରମ୍ଭରୁ ହିଁ ବିରୋଧୀଙ୍କ ଜୋରଦାର ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ହଙ୍ଗାମା ଯୋଗୁଁ ଗୃହକୁ ସାଢେ୧୧ଟା ଯାଏଁ ମୁଲତବୀ କଲେ ବାଚସ୍ପତି  । ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ମଧ୍ୟରେ ହୋହଲ୍ଲା  । ବିଧାନସଭା ଭିତରେ ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଆସି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ  ।


ଫସଲ ବୀମା, ଇନପୁଟ୍ ସବସିଡି, ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀ ଅଧିବେଶନର ଦ୍ୱିତୀୟ ଦିନରେ ଜୋରଦାର ହୋହଲ୍ଲା କରିଛନ୍ତି  । ତେବେ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରୁଥିବାବେଳେ ବିଜେଡି ବିଧାନସଭା ବାହାରେ ଏମଏସପି ପ୍ରସଙ୍ଗ ନେଇ ବିକ୍ଷୋଭ କରିଛି  । ତେଣୁ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ଦିନ ୧୧ଟା ୩୦ ମିନିଟ୍ ଯାଏଁ ମୁଲତବୀ କରିଛନ୍ତି  ।