ବିଜେପି ସଂସଦୀୟ ଦଳ କମିଟି ଗଠିତ : ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ବିଜେପି ସଂସଦୀୟ ଦଳ କମିଟି ଗଠିତ : ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ବିଜେପି ସଂସଦୀୟ ଦଳ କମିଟି ଗଠିତ : ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
ନୂଆଦିଲ୍ଲୀ: ବୁଧବାର ବିଜେପି ସଂସଦୀୟ ଦଳର କାର୍ଯ୍ୟନିର୍ବାହୀ କମିଟି ଗଠିତ ହୋଇଛି । ଏଥିରେ କାହାକୁ କେଉଁ ଦାୟିତ୍ୱ ମିଳିଛି ଆସନ୍ତୁ ଜାଣିବା ୧- ନରେନ୍ଦ୍ର ମୋଦି- କାର୍ଯ୍ୟନିର୍ବାହୀ କମିଟି ଅଧ୍ୟକ୍ଷ ୨- ଲୋକସଭାରେ ରାଜନାଥ ସିଂହ ଓ ରାଜ୍ୟ ସଭାରେ ଥାୱାରଚାନ୍ଦ ଗେହଲଟ ଉପାଧ୍ୟକ୍ଷ ୩-ଜୁଏଲ ଓରାମ- ଲୋକସଭା ପାଇଁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ୪- ଧର୍ମେନ୍ଦ୍ର ପ୍ରଧାନ-ରାଜ୍ୟସଭା ପାଇଁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ୫- ରାଜନାଥ ସିଂ- ଲୋକସଭାରେ ଦଳର ଉପନେତା ୬-ଥାୱାରଚାନ୍ଦ ଗେହଲଟ-ରାଜ୍ୟସଭାରେ ଦଳର ନେତା ୭- ପୀୟୁଷ ଗୋଏଲ-ରାଜ୍ୟସଭାରେ ଦଳର ଉପନେତା