ବାଙ୍କୀରେ ଆଗେଇଛି କଂଗ୍ରେସ, ବାରଙ୍ଗରେ ବିଜେପି

ବାଙ୍କୀରେ ଆଗେଇଛି କଂଗ୍ରେସ, ବାରଙ୍ଗରେ ବିଜେପି

ବାଙ୍କୀରେ ଆଗେଇଛି କଂଗ୍ରେସ, ବାରଙ୍ଗରେ ବିଜେପି

କଟକ ଜିଲ୍ଲା

ଦିନ ୧ଟା ସୁଦ୍ଧା ମିଳିଥିବା ସୂଚନା ମୁତାବକ ଜିଲ୍ଲାର 12ଟି ଜୋନରେ ବିଜେଡି ଆଗୁଆ ରହିଛି

ହେଲେ ବାଙ୍କୀ ବ୍ଲକର 34 ନମ୍ବର ଜୋନରେ କଂଗ୍ରେସ ଆଗୁଆ ରହିଛି 

ସେହିପରି ବାରଙ୍ଗ ବ୍ଲକର 32 ନମ୍ବର ଜୋନରେ ବିଜେପି ଆଗୁଆ ରହିଛି

ବାକି ଆସନଗୁଡ଼ିକରେ ବିଜେଡି ଆଗୁଆ ଅଛି