ବରଗଡ଼ରେ ବିଜେଡି ଏକତରଫା ଆଗେଇଛି

ବରଗଡ଼ରେ ବିଜେଡି ଏକତରଫା ଆଗେଇଛି

ବରଗଡ଼ରେ ବିଜେଡି ଏକତରଫା ଆଗେଇଛି
ବରଗଡ଼: ଜିଲ୍ଲାରେ ଆଗେଇ ଚାଲିଛି ବିଜେଡି। ୧୨ଟି ବ୍ଲକର ଜିଲ୍ଲା ପରିଷଦ ଜୋନ ୧ ଗଣତି ଚାଲିଛି, ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଏ ସମସ୍ତ ବ୍ଲକର ଜୋନ ୧ ରେ ବିଜେଡି ଆଗୁଆ ରହିଛି । ବରଗଡ଼ -ବିଜେଡି ଭଟଲି - ବିଜେଡି ଅମ୍ବାଭୋନା- ବିଜେଡି ଅତାବିରା- ବିଜେଡି ଭେଡେନ- ବିଜେଡି ବରପାଲି- ବିଜେଡି ବିଜେପୁର-ବିଜେଡି ଝାରବନ୍ଧ- ବିଜେଡି ପାଇକମାଲ-ବିଜେପି ପଦ୍ମପୁର-ବିଜେଡି ଗାଇସିଲେଟ-ବିଜେପି ସୋହେଲା-ବିଜେଡି