ବଜ୍ରପାତରେ ଜଣଙ୍କର ମୃତ୍ୟୁ,୩ ଗୁରୁତର

ବଜ୍ରପାତରେ ଜଣଙ୍କର ମୃତ୍ୟୁ,୩ ଗୁରୁତର

ବଜ୍ରପାତରେ ଜଣଙ୍କର ମୃତ୍ୟୁ,୩ ଗୁରୁତର


ବାରିପଦା: ଫୁଟବଲ ମ୍ୟାଚ ଚାଲିଥିବା ବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ଲକ୍ଷ୍ମୀପୋଷୀ ସ୍ଥିତ  ରାଜାବସା ପଡ଼ିଆରେ ଏହି ଘଟଣା ଘଟିଛି। ମୟୁରଭଞ୍ଜ ଜିଲ୍ଲା ଲକ୍ଷ୍ମୀପୋଷୀ ସ୍ଥିତ  ରାଜାବସା ପଡ଼ିଆରେ ଫୁଟବଲ ମ୍ୟାଚ  ଚାଲିଥିଲା। ହଠାତ ବର୍ଷା ସହ ବଜ୍ରପାତ ହୋଇଥିଲା। ଖେଳପଡିଆରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା। ୩ ଜଣ ଗୁରୁତର ହୋଇଥିଲେ।  ଗୁରୁତରଙ୍କୁ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି।