ଫାଷ୍ଟ୍ୟାଗ ୱାଲେଟରେ ଲୋଡ଼ାନାହିଁ ସର୍ବନିମ୍ନ ବାଲାନ୍ସ

ଫାଷ୍ଟ୍ୟାଗ ୱାଲେଟରେ ଲୋଡ଼ାନାହିଁ ସର୍ବନିମ୍ନ ବାଲାନ୍ସ

ଫାଷ୍ଟ୍ୟାଗ ୱାଲେଟରେ ଲୋଡ଼ାନାହିଁ ସର୍ବନିମ୍ନ ବାଲାନ୍ସ
ନୂଆଦିଲ୍ଲୀ: ଫାଷ୍ଟ୍ୟାଗ ୱାଲେଟରେ ସର୍ବନିମ୍ନ ବାଲାନ୍ସ ରଖିବା ଆବଶ୍ୟକ ନାହିଁ । ଭାରତୀୟ ଜାତୀୟ ରାଜପଇ ପ୍ରାଧିକରଣ (ଏନଏଚଏଆଇ) ଏ ନିଷ୍ପତ୍ତି ନେଇଛି । ଇଲେକଟ୍ରୋନିକ ଟୋଲ ପ୍ଲାଜା ଗୁଡ଼ିକର ଗାଡ଼ିଗୁଡ଼ିକର ନିର୍ଭିଘ୍ନ ଚଳାଚଳ ଉଦେ୍ଧଶ୍ୟରେ ଏ ନିଷ୍ପତ୍ତି ନିଆଯାଇଥିବା ଏନଏଚଏଆଇ ପକ୍ଷରୁ ପ୍ରକାଶ । ଫ୍ୟାଷ୍ଟ୍ୟାଗ ପେନିଟ୍ରେସନ ବୃଦ୍ଧି ତଥା ଟୋଲ ପ୍ଲାଜାଗୁଡ଼ିକରେ ଅଯଥା ବିଳମ୍ବକୁ କମାଇବା ପାଇଁ ଏନଏଚଏଆଇ ଫ୍ୟାଷ୍ଟାଗ ୱାଲେଟରେ ବାଧ୍ୟତାମୂଳକ ସର୍ବନିମ୍ନ ବାଲାନ୍ସ ଆବଶ୍ୟକତାକୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛି ।